Homeoyo prema odia kabita by prakashOYO ପ୍ରେମ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ OYO ପ୍ରେମ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ Prakash Kumar Rout August 31, 2021 ଦରକାର ନାହିଁ ଏ OYO ପ୍ରେମଆଉ ହେବାକୁ ବଦନାମକାମନା ନିଆଁରେ ଅନ୍ଧ ହୋଇପ୍ରେମର ସଂଜ୍ଞାକୁ ଦେଲ ବଦଳାଇବାପାଙ୍କ ମାନ ଆଉ ଗାଁ ସମ୍ମାନପୋଡ଼ିଦେଲା ଏ ଉଛୁଳା ଯୌବନ।ଘରେ କେତେ ମିଛ କହିମରୀଚିକା ପଛେ ଗଲ ଧାଇଁଶେଷରେ ପ୍ରେମକୁ କଳଙ୍କିତ କରିଦୁନିଆକୁ ତୁମେ ଦେଲ ବୁଝେଇ।
0 Comments