ବର୍ଷା ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

 ଯେତେ ବରସୁଛି ଏ ବରଷା

ପଡୁଛୁ ତୁ ବେଶୀ ମନେ

ହୃଦୟ ଖୋଜୁଛି ଭିଜିବାକୁ

ତୋ ପ୍ରେମର ଶ୍ରାବଣରେ ।

ଅଦିନ ବର୍ଷାରେ ତୋ ପ୍ରେମ ନିଶା

ହୃଦୟରେ ପ୍ରେମ ପ୍ରତୀକ୍ଷା ।

ମାନୁଛି କୋରନା ଆଣିଛି ଦୂରତା

ମୋ ଆଖି ଦେଖୁନି ଆଉ ତୋ ନିରବତା,

ହୁଏତ ମୋ ପ୍ରେମ ତୋ ପାଇଁ ଫିକା

ତଥାପି ଏ ମନ ଲେଖେ ତୋ କବିତା।


Post a Comment

0 Comments