HomePrakash kumar rout odia kabita'ନିରବ ଯନ୍ତ୍ରଣା' ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ 'ନିରବ ଯନ୍ତ୍ରଣା' ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ Prakash Kumar Rout August 27, 2021 ପ୍ରେମ ତ ଏଯାଏଁ ହୋଇନିବିରହ ଭଳି କାହିଁ ଲାଗୁଛି,ତୁମେ ତ ମୋତେ ଚାହୁଁନ ହେଲେ ମୁଁ କାହିଁ ତୁମ କଥା ଭାବୁଛି ।ଏକି ଯନ୍ତ୍ରଣାର ନୂଆ ଦୁନିଆପ୍ରେମରେ ଜଳିବା ମୋ ନୀତି ଦିନିଆ ।ଭାବନାର ମୂଲ୍ୟ ଏଠି କିଏ ବୁଝୁଛିପ୍ରେମର ସମ୍ପର୍କ ଅତି ଶସ୍ତାରେ ବିକୁଛି ।
0 Comments