ଭାଈଟିଏ କେବେ କହିପାରେ ନାହିଁ
ଭଉଣୀ କୁ କେତେଯେ ଭଲପାଏ ,
ହେଲେ ତାର ପ୍ରତି ବିପଦରେ
ସେ ସାମ୍ନାରେ ରହିଥାଏ।
ତା ଖୁସିରେ ବାଟରେ
ବାଧା ବିଘ୍ନକୁ ଦୂର କରେ,
ତା ଦୁଃଖର ଅନ୍ଧାରେ
ପ୍ରୀତି ଆଲୋକ ବୁଣେ।
କେତେ ମିଠା ଏ ସମ୍ପର୍କ,
ଯାହାର ଅନ୍ତ କେବେ ନାହିଁ
କେତେ ନିବିଡ଼ ଏ ସମ୍ପର୍କ,
ଯାହାର କଳ୍ପନାର ସୀମା ନାହିଁ।
ସମ୍ପର୍କର ଏ ଅତୁଟ ବନ୍ଧନ
ଦେଖାଇ ହୁଏନି ସତ,
ହେଲେ ରକ୍ତର ଏ ବନ୍ଧନ।
0 Comments