ସମାଜ ରଖେନି ପ୍ରେମର ମାନ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଭଲ ପାଇବନି କେବେ ଜାତି ବାହାରେ 
ଘୃଣାର ନିଆଁରେ ସମାଜ ମାରିବ ପ୍ରତିକ୍ଷଣେ ।

ଦୁନିଆ ବୁଝେନି ପ୍ରେମର ମୂଲ୍ୟ
ତା ପାଇଁ ବଡ ନିଜ ଜାତି ସମ୍ମାନ ।

ପ୍ରେମ ତ  ଚାହିଁଥାଏ ଦୁଇ ହୃଦୟ ମିଳନ
କଣ ପାଈଁ ସମାଜ କରେ ଜାତିର ମିଳନ।

ପ୍ରେମ ତ ସୀମିତ ନୁହଁ ଜାତି ଧର୍ମରେ
ପ୍ରେମ ତ ପୂଜା ପାଏ କୋଟି ବ୍ରହ୍ମାଣ୍ଡରେ।

Post a Comment

0 Comments