ସ୍ମୃତି ଓଡ଼ିଆ ରୋମାଣ୍ଟିକ କବିତା by ପ୍ରକାଶ କୁମାର ରାଉତ

ସ୍ମୃତି ହୋଇ ପଡୁଛୁ ତୁ ମୋର ମନେ
କେମିତି ତତେ ଛାଡି ରହିବି ଦିନେ 
ତୋ ଭାବନାରେ ସରେ ମୋର ସଞ୍ଜ ସକାଳ
ତତେ ଟିକେ ଦେଖିବାକୁ ମୁଁ ପାଗଳ।
ଅବୁଝା ଏ ବିରହଟା ଦେଲା ଦରଜ ବେଶୀ
ସାଥି ତୋର ପ୍ରେମରେ କରଜ ବେଶୀ।

Post a Comment

1 Comments