ଭାରି ଅବୁଝା ଏ ମୋ ମନ କଥା
କାହାକୁ ଦେଇନି ଅନୁମତି
ପଢିବାକୁ ମୋ ନୀରବତା
ମିଛ ହସ ପଛରେ ଲୁଚେଇ ଦିଏ
ମୋ ଆଖିର ଲୁହ
ପଢିବାକୁ ଦିଏନି କାହାକୁ
ମୋ ମନର କୋହ
ମୋ ଯନ୍ତ୍ରଣା ହିଁ ଏକା ମୋ ନିଜର
କାହାକୁ ଦେଇନି ଅନୁମତି
କରିବାକୁ ଆପଣାର ।
ବୀତା ଅତୀତ ଏବେ ବି ମାରୁଛି
ବର୍ତ୍ତମାନ ସ୍ଥିତି ଆହୁରି ଘାରୁଛି ।
ଭାରି ଅବୁଝା ଏ ମୋ ମନ କଥା
କାହାକୁ ଦେଇନି ଅନୁମତି
ପଢିବାକୁ ମୋ ନୀରବତା
ମିଛ ହସ ପଛରେ ଲୁଚେଇ ଦିଏ
ମୋ ଆଖିର ଲୁହ
ପଢିବାକୁ ଦିଏନି କାହାକୁ
ମୋ ମନର କୋହ
ମୋ ଯନ୍ତ୍ରଣା ହିଁ ଏକା ମୋ ନିଜର
କାହାକୁ ଦେଇନି ଅନୁମତି
କରିବାକୁ ଆପଣାର ।
ବୀତା ଅତୀତ ଏବେ ବି ମାରୁଛି
ବର୍ତ୍ତମାନ ସ୍ଥିତି ଆହୁରି ଘାରୁଛି ।
0 Comments