କିଏ କହେ ପ୍ରେମ ପବିତ୍ର
କିଏ କହେ ପୁଣି ପାପ
ମୋ ବିଚାରରେ ଆଜିର ପ୍ରେମ
ସର୍ବଦା ଅଟେ କଳଙ୍କିତ ।
ଶାସ୍ବତ ଗଳିରେ ପ୍ରେମର ସତ୍ତା ହଜିଛି
ମରୀଚିକାଙ୍କ ପ୍ରେମ ଶସ୍ତାରେ ବିକୁଛି।
ଆତ୍ମତୃପ୍ତି ର ପ୍ରାପ୍ତେ ପ୍ରେମର ମାଧୁର୍ଯ୍ୟ କମୁଛି
ପୁଣି ନୂଆ ଶରୀର ଦେଖି ପ୍ରେମ ଗଜରୁଛି।
ତଥାପି ଭଲ ଲାଗେ
ଏ କଳଙ୍କକୁ ଦେହେ ବୋଳିବାକୁ
ମନରେ, ପ୍ରାଣରେ ତାକୁ ପୂଜିବାକୁ।
0 Comments