Homeodia prema kabitaସ୍ମୃତି ଓଡ଼ିଆ ରୋମାଣ୍ଟିକ କବିତା by ପ୍ରକାଶ କୁମାର ରାଉତ ସ୍ମୃତି ଓଡ଼ିଆ ରୋମାଣ୍ଟିକ କବିତା by ପ୍ରକାଶ କୁମାର ରାଉତ Prakash Kumar Rout May 09, 2020 ସ୍ମୃତି ହୋଇ ପଡୁଛୁ ତୁ ମୋର ମନେକେମିତି ତତେ ଛାଡି ରହିବି ଦିନେ ତୋ ଭାବନାରେ ସରେ ମୋର ସଞ୍ଜ ସକାଳତତେ ଟିକେ ଦେଖିବାକୁ ମୁଁ ପାଗଳ।ଅବୁଝା ଏ ବିରହଟା ଦେଲା ଦରଜ ବେଶୀସାଥି ତୋର ପ୍ରେମରେ କରଜ ବେଶୀ।
1 Comments
Very good website, thank you.
ReplyDeleteOdia Book Madhumeha Rogara Karana, Nibarana O Upachara
Order Odia Books
Odia Books Online