Homeodia romantic kabitaତମ ପ୍ରେମ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ ତମ ପ୍ରେମ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ Prakash Kumar Rout August 03, 2018 ଏତେ ପ୍ରେମ ତମେ କରୁଛହୃଦୟରେ ଜାଗା ନାହିଁଏମିତି ପାଖକୁ ଟାଣୁଛରହି ପରେ ନାହିଁ ମୁହଁଇ।ତନୁରେ ତମର ଅପୂର୍ବ ଶିହରଣଆନ୍ଦୋଳିତ କରେ ମନେତମ ସ୍ପର୍ଶ ଆସି ଅଜାଣତେଆଲିଙ୍ଗନ କରେ ପରିଦିନେ।
1 Comments
Superior quality
ReplyDelete