ତମ ପ୍ରେମ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଏତେ ପ୍ରେମ ତମେ କରୁଛ
ହୃଦୟରେ ଜାଗା ନାହିଁ
ଏମିତି ପାଖକୁ ଟାଣୁଛ
ରହି ପରେ ନାହିଁ ମୁହଁଇ।
ତନୁରେ ତମର ଅପୂର୍ବ ଶିହରଣ
ଆନ୍ଦୋଳିତ କରେ ମନେ
ତମ ସ୍ପର୍ଶ ଆସି ଅଜାଣତେ
ଆଲିଙ୍ଗନ କରେ ପରିଦିନେ।

Post a Comment

1 Comments