'ଶ୍ରାବଣରେ ଲେଖୁଛି ମୁଁ ବୈଶାଖ ର ପ୍ରେମ କାହାଣୀ' ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଶ୍ରାବଣରେ ଲେଖୁଛି ମୁଁ ବୈଶାଖାର ପ୍ରେମ କାହାଣୀ
ନୂଆ ନୂଆ ମୁଁ ପ୍ରେମରେ ପଡିଛି
ପ୍ରିୟାକୁ ଦେଖିନି ଏଯାଏଁ ମନ ଭରି।
ତଥାପି ପ୍ରେମ ଯାଏ ବଢ଼ି
ଏତେ ନିରୀହ ତା ଚୋର ଚାହାଣୀ
ମୋ ହୃଦୟକୁ ନିଏ କିଣି ।
ପାଖେ ପାଖେ ଥିଲ ସବୁ ଭଲ ଥିଲା
ହେଲେ କୋରନା ସବୁ ସାରିଦେଲା।
ରଖିପାରେ କୋରନା ତୁମଠୁଁ ମୋତେ ଦୂରେ
ହେଲେ ଏ ହୃଦୟ ତୁମକୁ ସବୁବେଳେ ଝୁରେ।
ଏଯାଏଁ ଜାଣିନି ତୁମ ମନ କଥା
ଖୋଲି କହିଦେଲି ମୋ ହୃଦୟ ଅବସ୍ଥା।
ବିଚଳିତ ମନ ମୋର ଭାରି ଚଂଚଳ
ଶୁଣିବାକୁ ତୁମ ପ୍ରତି ଉତ୍ତର।

Post a Comment

0 Comments