'ତୁମ ନିରବତା' ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ତୁମ ନିରବତା କହେ କେତେ କଥା
ହେଲେ ତୁମେ କିଛି କୁହ ନାହିଁ
ଆଖିରେ ତୁମେ ସବୁ ତ କହୁଛ
ଓଠ ନିରବ କଣ ପାଇଁ ।

ତୁମ ଅପେକ୍ଷାରେ ପ୍ରତିଟି ମୁହୂର୍ତ୍ତ
କେତେଯେ ଜଳୁଛି ମୁହିଁ
ସବୁ କଥା ଜାଣି ଜାଣି ବି
ଅଜଣା ହେଉଛ କାହିଁ ।

Post a Comment

0 Comments