ଓଡିଆ ପ୍ରେମ କବିତା by ପ୍ରକାଶ କୁମାର ରାଉତ

ତୁମ ହୃଦୟ ଠିକଣା ,ଯେବେଠୁ ପାଇଛି
ଦୂରେଇ ଯାଇଛି ନିଦ
ତୁମ ଭାବନାରେ ସକାଳ ଆସୁଛି, ତୁମ ଭାବନାରେ ସଞ୍ଜ ।
ତୁମେ ପ୍ରେମର ପ୍ରତିଟି ଦିଗ
ଯୁଆଡେ ଦେଖିଲେ ତୁମ ପ୍ରତି ଛବି
ଚୋରାଏ ସ୍ପନ୍ଦନ ଆଗ ।

Post a Comment

0 Comments