ଆଖିରେ ଯେବେଠୁ କହିଛ
କେତେ ଭଲପାଅ ମୋତେ
ଦିନ ରାତି ମୋର ବିତୁଛି
ତୁମ ଭାବନରେ ସତେ ।
ଚୋରା ଚାହାଣୀରେ ଯେବେ ଚାହିଁଲ
ରୋକି ପାରିଲିନି ମୋତେ
ପ୍ରଥମ ଦେଖାରୁ ହୃଦୟ
ତୋ ପ୍ରେମେରେ ପଡିଲା ସତେ ।
ଯେତେ ଚେହେରା ମୁଁ ଦେଖିଛି
ଏତେ ନିଆରା କାହିଁ ତମେ
ତଥାପି ବୁଝେନି......
ତମକୁ ଦେଖି ସ୍ପନ୍ଦନ ର ଗତି
ବଢିବାର କ'ଣ ମନେ ?

0 Comments