ଓଡ଼ିଆ ରୋମାଣ୍ଟିକ ମେସସ by Prakash Kumar

ହେଲୋ ମିସ୍ କଣ କରୁଛ ଟିକେ କହିବ
ତମ ରାଣ,ଗୋଟେ ସତ କଥା କହିବ
ଶୁଣିଛି କୁଆଡେ ତମେ ପଡ଼ିଛ ପ୍ରେମେ
କିଏ ସେହି ଟୋକା କହିବ କି କାନେ 
ସେ ନାଁ କହିବାବୁ ତମେ ଏତେ ଡରୁଛ,
ଲାଗୁଛି ନୂଆ ନୂଆ ପ୍ରେମରେ ପଡିଛ ।

Post a Comment

0 Comments