ଅତୀତ ଏକ ଜୀବନ୍ତ କ୍ଷତ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ସତ ଚେଷ୍ଟା ସତ୍ତ୍ୱେ ଭୁଲିହୁଏ ନାହିଁ
ଅତୀତର ଇତିହାସ
ଯେତେ ଯେତେ ମନେପଡେ
ତାଜା ହେଉଥାଏ କ୍ଷତ।
ମୃତ ପ୍ରାୟ ସେ ଅତୀତ
ତଥାପି ଦେଉଥାଏ କଷ୍ଟ।
ବିତିଥିବା ମିଠା ଅନୁଭୂତି
କ୍ଷୟ କୁ କରେ ଜୀବନ୍ତ।
ତଥାପି ସାଇତା ସେ ଅତୀତ
ତାକୁ ଭୁଲିବା କଷ୍ଟ ।

Post a Comment

0 Comments