HomeprakaPrakash Kumar rout odia poemsବର୍ଷା ଆଉ ତମେ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ ବର୍ଷା ଆଉ ତମେ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ Prakash Kumar Rout May 09, 2020 'ଏ ବରଷା ଆଜି ମନେ ଆଙ୍କୁଅଛିତୁମର ସେ ଚୋରା ପ୍ରୀତିସାଙ୍ଗ ହୋଇ ଆମେ କେତେ ଭିଜୁଥିଲେତୁମେ କେତେ ହେଉଥିଲ ଖୁସି ।ଏବେ ଅଛି ଖାଲି ତୁମ ସ୍ମୃତିବିରହ ନିଆଁରେ, ତୁମ ଅପେକ୍ଷାରେ ପ୍ରିତିଦିନ ଯାଏ ବିତି।
0 Comments