ଭାଲେଣ୍ଟାଇନ ଦେ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଯେଉଁ ଦିନୁ ପ୍ରିୟ ତୋର ପ୍ରେମରେ ପଡିଲି।
 VALENTINE ର ମାନେ ବୁଝି ମୁଁ ଗଲି
 କିଛି କିଛି ହୋଇଗଲା ମୋ ଛାତି ତଳେ 
ଗୁମ୍ ସୁମ୍ ମନ ମୋର ତୋ ପାଇଁ କି ମରେ । 
ଆଖି ସାରା ଝଲସେ ତୋ ପ୍ରେମ ଫଗୁଣ 
ତତେ ଥରେ ଦେଖୁକୁ ଏ ମନ ପାଗଳ 
କରିଛୁ କି ଯାଦୁ ମୁଁ ତୋ ପ୍ରେମରେ ଫିଦା 
ସାରା ଦୁନିଆକୁ କହିପାରେ ଅଲବିଦା।

Post a Comment

0 Comments