ଜଳୁଛି ଏ ମନ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଜାଳିପାର ଯେତେ ଏଇ ମୋ ମନକୁ, 
ତୁମର ବା କି ଦୋଷ 
ତୁମ ପ୍ରେମର ବହ୍ନିରେ ଜଳିବାରେ, 
ପଡ଼ିଗଲାଣି ଏ ମନର ଆଦତ । 
ତୁମ ସୁତି ଯେବେ ବହିଯାଏ ….ଏଇ ଆଖୁ ଦରିଆ ଦେଇ,
ସୁଝିବାକୁ ତୁମ ପ୍ରେମର ପାଉଣା ,
ସେତ ତରସେ ଝରିବା ପାଇଁ ।
ସୀମାରୁ ବାହାରି ଅସୀମିତ, ପ୍ରେମ କରୁଥିଲି ତତେ । 
କେତେ ସହଜରେ କହିଦେଲୁ THATE U ମୋତେ …..।

Post a Comment

0 Comments