ଅଢେଇ ଦିନ ପ୍ରେମ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ବ୍ଲକ୍ କରିପାର ମୋତେ ସୋସିଆଲ ସାଇଟରେ। 
ଲକ୍ ହୋଇ ସାରିଛି ମୁଁ ତୁମ ସୃତିର ଇଲାକେ 
ମନେ ପଡି ନପାରେ ତୁମ ପ୍ରୀତିର ମୁହୂ । 
ମନେ ପଡିବି ଥିଲେ ତୁମେ ଉଦାସ ବନେ ।
 ଭାବିବ ଥିଲା ଗୋଟେ ପାଗଳ ଟୋକା 
ଦିନ ରାତି କରୁଥିଲା ତୁମରି ଚିନ୍ତା,
ନଥିଲା ଆଖୁରେ ତାର କିଛି ସପନ
ତୁମଠି ଅଟକିଥିଲା ତା ଜୀବନ ।
©Prakash Kumar Rout

Post a Comment

0 Comments