Homepoet Prakash Kumar Routଅଭିମାନ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ ଅଭିମାନ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ Prakash Kumar Rout September 01, 2019 ବୁଝିଲୁନି ପ୍ରିୟା ଛାତିର ଦରଜ ଆଖିରେ ଦେଲୁ ତୁ ଲୁହ ଅବୁଝା ପ୍ରେମିକା ତୁ କି ବୁଝିବୁ ପ୍ରେମିକ ମନର କୋହ ପ୍ରେମର ମର୍ଯ୍ୟାଦା ରଖିଲୁନି ତୁ ହୃଦୟେ ଭରିଲୁ କ୍ଳେଶ ପ୍ରତି ନିଶ୍ୱାସରେ ତୋରି ସ୍ପନ୍ଦନ ବଞ୍ଚିବାଟା ଲାଗେ କଷ୍ଟ ।
0 Comments