ଭାଙ୍ଗିବି କଲମରୁ ମୁନ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଦିନ ରାତି ମୁଁ ଚାଟିଂ କରୁଛି
 ତୁମ ସହ ଭାରି ପ୍ରିତୀରେ
ଭାରି ଡର ଲାଗେ କଣ ଲେଖିବି
ସେମିଷ୍ଟର ଅଛି ମୋ ମୁଣ୍ଡ ଉପରେ।
କଣ ଲେଖିବି କେମିତି ଲେଖିବି
ଜାଣି ପାରୁନି ମୁଁ ଧନ
ଭାବୁଛି ଲେଖିବି ତୋ ପ୍ରେମ କବିତା
ଭାଙ୍ଗି ଦେବି କଲମରୁ ମୁନ ।

Post a Comment

0 Comments