ମର୍ଡଣ୍ଣ ଓଡ଼ିଆ ଝିଅ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ମୁଁ ଖୋଜୁଛି ଏମିତି ଓଡ଼ିଆ ଝିଅ
ଯିଏ କଥାରେ କଥାରେ କହୁଥିବ KISS ଦିଅ,
ନଥିବ ମଥାରେ ତା ପାଟ ଓଢଣୀ
ଖଣ୍ଡି କାଶ ମାରୁଥିବ ସେ ଜାଣି ଜାଣି,
ହାତରେ ଦିପଟ ନଥିବ କାଚ
STYLE ରେ ସେ ହୋଇଥିବା FAMOUS,
ପିନ୍ଧୁଥିବ JEANS ସାଙ୍ଗକୁ TOPS ONLY
ଯେମିତି ଦେଖିଲେ ନଜର ମନରୁ ଯିବନି ଭୁଲି,
ସକାଳେ ସନ୍ଧ୍ୟାରେ ଆସେ ONLINE
MESSAGE ର REPLIE ଜମା ଦିଅନି,
ଜାଣିଛ ଯଦି ଏମିତି ଝିଅ
COMMENT ରେ ତା ନାଁଟା କୁହ।

Post a Comment

0 Comments