ଓଡିଆ ରୋମାଣ୍ଟିକ ସାୟରୀ by ପ୍ରକାଶ କୁମାର ରାଉତ

ଫୁଲର ଦେହରୁ ବାସ୍ନା ଆଣିଛୁ ତୁ
ରୂପେଲି ଜହ୍ନରୁ ଜ୍ୟୋତ୍ସ୍ନା
ଓଠରେ ତୋ ପ୍ରେମ ଅନୁରାଗ
ଚାହାଣିରେ ଭରେ ତୃଷ୍ଣା

Post a Comment

0 Comments