ନିରବତାକୁ ତମେ ଏତେ ଭଲ ଭଲପାଏ
ନିରୋଳାରେ ରହିବାକୁ ସବୁବେଳେ ଚାହଁ ।
କେତେବେଳେ ଆସ ତମେ କେତେବେଳେ ଯାଅ
ସ୍ପନ୍ଦନରେ ଥରେ ମୋତେ କହିଦେଇଯାଅ ।
ଜାଣିପାରୁନି କେମିତି ତମ ପ୍ରେମ
ପ୍ରତିଧ୍ୱନି ଉଚାରଣେ ଶୁଭେ ତମ ଶବ୍ଦମାନ ।
ବୁଝିପାରୁନ ମୋତେ ଅବୁଝା ହୁଅ
ମିଛ ମିଛ ଅଭିମାନ,କର କାହିଁ କୁହ ?
ନିରବତାକୁ ତମେ ଏତେ ଭଲ ଭଲପାଏ
ନିରୋଳାରେ ରହିବାକୁ ସବୁବେଳେ ଚାହଁ ।
କେତେବେଳେ ଆସ ତମେ କେତେବେଳେ ଯାଅ
ସ୍ପନ୍ଦନରେ ଥରେ ମୋତେ କହିଦେଇଯାଅ ।
ଜାଣିପାରୁନି କେମିତି ତମ ପ୍ରେମ
ପ୍ରତିଧ୍ୱନି ଉଚାରଣେ ଶୁଭେ ତମ ଶବ୍ଦମାନ ।
ବୁଝିପାରୁନ ମୋତେ ଅବୁଝା ହୁଅ
ମିଛ ମିଛ ଅଭିମାନ,କର କାହିଁ କୁହ ?
0 Comments