HomeMo priya odia romantic sayariମୋ ପ୍ରିୟା ଓଡ଼ିଆ ରୋମାଣ୍ଟିକ ସାୟରୀ by ପ୍ରକାଶ କୁମାର ରାଉତ ମୋ ପ୍ରିୟା ଓଡ଼ିଆ ରୋମାଣ୍ଟିକ ସାୟରୀ by ପ୍ରକାଶ କୁମାର ରାଉତ Prakash Kumar Rout August 14, 2018 ଫୁଲକୁ ମୋ ପ୍ରିୟା ଆଖି ମାରିଦିଏ ଫଗୁଣକୁ ତା ରଙ୍ଗରେ ରଙ୍ଗେଇ ଦିଏ ସ୍ୱାଭିମାନିନୀ ସେ ସର୍ଲମିଲି ରାଣୀ କେହି ଜାଣି ନାହିଁ ତା ପ୍ରେମ କାହାଣୀ।
0 Comments