HomePrakash kumar rout odia kabitaଠକିଦେଲୁ ତୁ ଠକିଦେଲୁ ଓଡ଼ିଆ ସାୟରୀ by ପ୍ରକାଶ କୁମାର ରାଉତ ଠକିଦେଲୁ ତୁ ଠକିଦେଲୁ ଓଡ଼ିଆ ସାୟରୀ by ପ୍ରକାଶ କୁମାର ରାଉତ Prakash Kumar Rout August 12, 2018 ଏକା ଏକା ବଞ୍ଚୁଥିଲି ତୁ ଜିଇବା ଶିଖାଇଲୁ ପ୍ରେମର ମାନେ ଜାଣିନଥିଲି ତୁ ବତେଇଲୁ ଏବେ ମୋତେ ଛାଡ଼ି କେମିତି ତୁ ଦୁରେଇ ଗଲୁ ଠକିଦେଲୁ ତୁ ପ୍ରିୟା ଠକିଦେଲୁ।
0 Comments