କେମିତି ଭାଂଗିଲା ହୃଦୟ କୁ ମୋର
ଶବଦ ହେଲାନି ଜମା
ଏମିତି କଷ୍ଟ ଦେଲ ତମେ ପ୍ରିୟା
ଦରଜ ଯାଉନି ଜମା।
ମଲମ ଠିକଣା ନଦେଇ
ଦରଜ ଦେଇ ଚାଲିଗଲା
ଏମିତି କଷ୍ଟ ଦେଲ
ମନ ସବୁଦିନ କଲ ବଲ।
ଶବଦ ହେଲାନି ଜମା
ଏମିତି କଷ୍ଟ ଦେଲ ତମେ ପ୍ରିୟା
ଦରଜ ଯାଉନି ଜମା।
ମଲମ ଠିକଣା ନଦେଇ
ଦରଜ ଦେଇ ଚାଲିଗଲା
ଏମିତି କଷ୍ଟ ଦେଲ
ମନ ସବୁଦିନ କଲ ବଲ।
0 Comments