ତୁମେ ମୋ ପ୍ରେମିକା ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ
ବୁଝେ ମୁଁ ତୁମକୁ ନିଜଠୁ ଅଧିକାଜାଣିଛି ତୁମେ ଏକାତା ପ୍ରେମିକାଯେବେଠୁ ଆସିଲ ଏ ଜୀବନେପ୍ରେମର ରଙ୍ଗରେ ଭିଜେ ସବୁଦିନେବ୍ୟସ୍ତ ରହେ ତମ ଭାବନରେଶାନ୍ତି ମିଳେ ଯେବେ ତମ କଥା ଶୁଣେ।ଦୂରେ ଅଛି ସିନା ତମଠାରୁ ବେଶିହେଲେ ହୃଦୟ ତମ ପାଖେ ଅଛି।ହାରିପାରେ ମୁଁ ସବୁକିଛି
ତମକୁ ପାଇବାରେ ତାର ସବୁ ଖୁସୀ।
0 Comments