ଓଡ଼ିଆ ରୋମାଣ୍ଟିକ ସାୟାରୀ by ପ୍ରକାଶ କୁମାର ରାଉତ

ତୋ ଚାହାଣି ରେ ମୁଁ ଦୁନିଆ ଦେଖେ
ତୋ କାହାଣୀ ରେ ନୂଆ କବିତା ଲେଖେ
ହସର ପାଖୁଡା ଯେବେ ତୋ ଓଠରେ ଦେଖେ
ଖାଲି ନିରୀଖି ନିରୀଖି ତତେଲୋ ଦେଖେ।


Post a Comment

0 Comments