ତମ ରୋଷ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଛାତି ତଳ ଏଇ ଅଜଣା ରାଇଜେ
ଥରେ ହେଲେ ବୁଲି ଆସ 
ଭାବନାରେ ତୁମ ଦିନ ସରିଲାଣି
କେବେ ଭାଙ୍ଗିବ ତମ ରୋଷ।

ଦୂରେଇ ରଖୁଛ ତମଠାରୁ ମୋତେ
କଣେଇ ଚାହ୍ନୁଛ କେତେ
ମନରେ ଯଦି ଭଲ ପାଇବା ନାହିଁ
କହି ଦେଉନ କୀ ସତେ।



Post a Comment

0 Comments