Homelove Sayari odiaଶ୍ରଦ୍ଧାରେ ପ୍ରେମ ଆମର ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ ଶ୍ରଦ୍ଧାରେ ପ୍ରେମ ଆମର ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ Prakash Kumar Rout July 30, 2018 ଶ୍ରଦ୍ଧା ଥିଲେ ପ୍ରେମ ଚିର ଶାସ୍ୱତଶ୍ରଦ୍ଧା ହିନେ ଲଭେ କଳଙ୍କିତଶ୍ରଦ୍ଧା ବଳେ ପୂଜନୀୟଶ୍ରଦ୍ଧା ଦ୍ୱାରା ମହନୀୟ।ଶ୍ରଦ୍ଧା ଦେଇଥାଏ ପବିତ୍ରତା ବାର୍ତାଶ୍ରଦ୍ଧା ଦିଏ ପୁନ୍ୟତାଶ୍ରଦ୍ଧାର କବଳେ ଶ୍ମଶାନ ବୁକୁରେଲେଖେ ସେ ନୂଆ କବିତା।
0 Comments