ଫେସବୁକ ଲଭ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଚାଟିଙ୍ଗରେ ତୋ ଏତେ ପ୍ରେମ
ମିଟିଙ୍ଗ କଲେ କେତେ...
ଡେଟିଂ କଥା ଭାବିଲେ 
ମୋ ଛାତି ଧଡକେ।
ୟୁନିକ ତୋର ୱାର୍ଡ଼ସ୍ ସବୁ 
ଭେରୀ କ୍ଲିନ ହାର୍ଟ...
ନଟି ନଟି ଷ୍ଟାଇଲରେ ତୁ
କଲୁୁ ମୋତେ ଫ୍ଲାଟ।
ଫେସବୁକ ରେ ଆମ ପ୍ରେମ
ମେସେଙ୍ଗର ରେ ଚାଟ
ତୋ ପାଇଁ ଏ ହୃଦୟରେ 
କିଣିଲି ଗୋଟେ ଫ୍ଲାଟ।



Post a Comment

0 Comments