ଓଡ଼ିଆ ରୋମାଣ୍ଟିକ ସାୟାରୀ by ପ୍ରକାଶ କୁମାର ରାଉତ

ଭାବନା ରାଇଜେ ମୁଁ ଗୋଟେ ପ୍ରେମିକ ନିଆରା ଖୋଜୁଛି ମୁଁ ଗୋଟେ ଅଜଣା ଚେହେରା ଜାଣିନି ତା ନାଁ ଗାଁ ଦେଖିନି ତାକୁ କେଜାଣି କାହ୍ନି ସପନ ଦେଖୁଛି ମୁଁ ତାକୁ।



Post a Comment

0 Comments