ଏକା ଏକା ଲାଗେ ଆଜି ସାଥି ତୋ ବିନା
ଫିକା ଫିକା ଜହ୍ନ ରାତି ମନ ବୁଝେନା
ଏମିତି ଫୁଲଟେ ତୁ ,ପଡ଼ୁ ବେଶି ବେଶି ମନେ
ନିଦ ନାହିଁ ଏ ଆଖିରେ ଖୋଜେ ଚାରିଆଡେ।
ଚୁଲୁ ବୁଲି ମଖ ମଲି ଅଳସୀ ଝିଅଟେ
ତୋ ପ୍ରେମ ଟିକେ ପାଇବାକୁ
ମୁଁ ଦିନ ରାତି ତରସେ।

0 Comments