Homeodia romantic kabitaତୁମ ଉଦାସ ମୁହଁ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ ତୁମ ଉଦାସ ମୁହଁ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ Prakash Kumar Rout April 14, 2018 ଜହ୍ନ ଲୁଚିଯିବ ତାରା ଗହଳରେଦେଖିଲେ ତମ ଉଦାସ ମୁହଁଆଖିରେ ତମର ଅଭିମାନ ଭାଷାକେମିତି ସହିବି କୁହ।ଗୋରା ଦେହେ ତମ ବିଷର୍ଣ୍ଣ ବଦନଛଟ ପଟ ହୁଏ ଏଇ ପ୍ରେମିକର ମନ।ନୀରବତା ଭାଙ୍ଗିଦିଅ ହେ ରାଜ ଜେମାତମ ପାଇଁ ପାଗଳ ମୁଁ କରି ଦିଅ କ୍ଷମା।
0 Comments