Homebhulibaku chahnilebi bhui parenaଭଲ ମୁଁ ପାଉଛି ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ ଭଲ ମୁଁ ପାଉଛି ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ Prakash Kumar Rout April 05, 2018 ଭଲ ମୁଁ ପାଉଛି ସତ ହେଲେ ପ୍ରେମୀକା ଠିକଣା ଜାଣେନା ପ୍ରେମ ମୁଁ କରୁଛି ସତ ହେଲେ ପ୍ରେମ କଣ ବୁଝେନା। କୋଉଠୁ ଆସିଲା ଏ ଅଜଣା ରୋଗ ତୋ କଥା ଭାଵିଲେ ଲାଗୁଛି ନିଦ ନିଦରେ ଆସୁ ତୁ ସପନ ହୋଇ ଧୀରେ ଧୀରେ ମୋ ରାତି ଯାଏ ପାହି।
0 Comments