ଓଡିଆ ଲଭ କବିତା by ପ୍ରକାଶ କୁମାର ରାଉତ

ଫୁଲ ଫଗୁଣରେ ମେଘ ଶ୍ରାବଣରେ
ଲେଖିଛି ମୁଁ ତୋ ନାଁ
ତୁ ଦେଖିଯା ଦେଖିଯା ଥରେ ପ୍ରିୟା
ପାହାଡ ଛାତିରେ ବାଦଲ ପିଠିରେ
ଲେଖିଛି ମୁଁ ତୋ ନାଁ
ତୁ ଦେଖିଯା ଦେଖିଯା ଥରେ ପ୍ରିୟା


Post a Comment

0 Comments