ଓଡିଆ ଲଭ କବିତା by ପ୍ରକାଶ କୁମାର ରାଉତ

ଶ୍ରାବଣ ଠିକଣା ମେଘ ଦେଇପାରେ
ଜହ୍ନର ଠିକଣା ରାତି
ମୋ ମନ ଠିକଣା କିଏ ଦେଲା କୁହ
କେମିତି ଆସିଲ ସାଥୀ।



Post a Comment

0 Comments