Homehappy holi imageହୋଲି ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ ହୋଲି ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ Prakash Kumar Rout February 27, 2018 ଫଗୁର ରଙ୍ଗ ଆସିଛି ଧୋଈ ଦିଅ ମନରେ ଯେତେ ମାନ ଅପମାନ ପ୍ରେମର ରଙ୍ଗ ଆସିଛି ପୋଛି ଦିଅ ମନର ସବୁ ଅଭିମାନ ରଙ୍ଗର ମେଲଣ ଇଏ ଖୁସିର ମେଲଣ ଫଗୁର ଶ୍ରାବଣ ବbହେ ଖୁସି ଛଗୁଣ ଜୀବନର ଆମ କଳଙ୍କିତ ଅଧ୍ୟାୟ ଧେଈ ଦେଉ ଫଗୁ ରଙ୍ଗ ରାଗ ଋଷା ଭୂଲି ବୋଳିଦିଏ ଥରେ ଫଗୁର ପିରତି ରଙ୍ଗ।
0 Comments