ଓଡିଆ ରୋମାଣ୍ଟିକ କବିତା by ପ୍ରକାଶ କୁମାର ରାଉତ

ଏମିତି କଣ କଲୁ ତୁ ପ୍ରିୟା
ମୋ ମନେ ଜାଲିଲୁ ପ୍ରେମର ନିଆଁ
ବଞ୍ଚି ପାରୁଛି ନା ମରି ପାରୁଛି 
ତୋ ପ୍ରେମ ନିଆଁରେ ଜଳି ପୋଡ଼ୁଛି।


Post a Comment

0 Comments