ଶୁଭ ରାତ୍ରୀ ସୋମ୍ୟା ତୁମେ ଅସୁମାରୀ ନଦୀର ବନ୍ୟା ସାଗରରେ ମିଶିବାକୁ କର ବାହନା ଆଖି ତୁମ ଛଳ ଛଳ ନଈ ଯମୁନା ଗଙ୍ଗା ଓଠ ତୁମର ଟିକେ ମହଙ୍ଗା। ଜୀବନଟା ତୁମ ଏକ ସାଧା କାଗଜ ରଙ୍ଗ ବୋଳିବାକୁ ଖୋଜ ଟିକେ ମୁରୁଜ। ପ୍ରେମର ମୁରୁଜ ତମ ଦେହେ ଲାଗି ନାହିଁ ସେ ରଙ୍ଗ ଲାଗିଲେ ଜମା ଲିଭେ ନାହିଁ। ଲିଭିବନି ଆମ ସଂପର୍କର ଦୀପ ସଦା ଜଳୁଥିବ ହୋଇ ଏକ ପ୍ରେମ ଆଲୋକ।

'ରାତିର ନିଦ ଆସେ
ଆଖିର ଚାଦର ତଳେ
ଦେହରେ ଶିହରଣ ଖେଳେ
ତୁମରି ଭାବନାରେ'


Post a Comment

0 Comments