Homeodia kabitaତମ ନିରବତା 'ରାତିର ନିଦ ଆସେ ଆଖିର ଚାଦର ତଳେ ଦେହରେ ଶିହରଣ ଖେଳେ ତୁମରି ଭାବନାରେ' ତମ ନିରବତା 'ରାତିର ନିଦ ଆସେ ଆଖିର ଚାଦର ତଳେ ଦେହରେ ଶିହରଣ ଖେଳେ ତୁମରି ଭାବନାରେ' Prakash Kumar Rout November 17, 2017 'ଅଦିନରେ ଆଜି ଆସିଛି ବର୍ଷାଭାଙ୍ଗିବ କି ପ୍ରିୟା ତା ନିରବତାକହିଦେବ କି ସେ ପଦିଏ କଥାଶୁଣିବାକୁ ଏ ମନ କରିଛି କେତେ ଆଶା'
0 Comments