ଏକତରଫା ପ୍ରେମ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଆକାଶର ଚାନ୍ଦରେ ଲାଗି ପାରେ କଳଙ୍କ
ହେଲେ ONESITE ଲଭରେ ନଥାଏ ସେ ଦାଗ
ପାହାଡର ଛାତିରେ ଧକା ହୋଇପାରେ ଭାସା ମେଘ
ହେଲେ ONESITE ଲଭରେ ନଥାଏ ସେ ଦାଗ।

ମନେ ମନେ ପ୍ରେମ କରେ ମନେ ମନେ ଝୁରେ
ତା ପାଈଁ କି ଦିନ ରାତି ମନେ ମନେ ମରେ
ତା କଥା ଭାବିଦେଲେ ଛାତି ତଳେ 
ଯେଉଁ ସିଂହରଣ ଖେଳୁଛି
ସାରା ପୃଥିବୀରେ ଏ କେଉଁଠି ମିଳୁଛି।

ONESITE  ଲଭରେ ଛଳନା ନଥାଏ
ପ୍ରତାରଣାଠୁ ବହୁଦୁରେ ଏହା ବସା ବାନ୍ଧିଥାଏ
ବାସ୍ତବ ଏ ପ୍ରେମ ପ୍ରଥା ONSITE ଲଭ ଗାଥା
ଯୁଗେ ଯୁଗେ ଥିବ ଅମର ହୋଇ
ପ୍ରେମର ଶବ୍ଦରେ କଳଙ୍କ ଥାଇପାରେ
ONSITE ଲଭ ଏହାଠୁ ବହୁଦୂରେ।



Post a Comment

0 Comments