ଦୁର୍ଗା ମା ଓଡ଼ିଆ ଭକ୍ତି କବିତା by ପ୍ରକାଶ କୁମାର ରାଉତ

ଶରତ ର ଆଗମନେ କାଶତଣ୍ଡି ଫୁଲର ଶୋଭା କି ମନଛୁଆଁ ,
ତା ସାଥେ ଧରାପୃଷ୍ଠେ ବିଜେ ହୁଅନ୍ତି।
 ମୋ ଦୁର୍ଗା ମା….
ମା ତୋ ଆଗମନେ ଖୁସି ଖେଳେ ଭକ୍ତ ମନେ ନାଚିଉଠେ ସହର ଠୁଁ ଗାଁ ,
ପାପୀଙ୍କୁ ବିନାସୀ ବାକୁ ଆସିଛନ୍ତି
ମୋ ଦୁର୍ଗା ମା…. 
ଶକ୍ତି ସ୍ୱରୂପିଣୀ ତୁ ଏ ଭବ ସଗାରେ ପୂଜା ପାଇଥାଉ କୋଟି ଭକ୍ତ ହୃଦୟ,
ପାପ ର ମାତ୍ରା ଯେବେ ହୁଏ ସଂସାରେ ଭାରି
ଆବିର୍ଭାବ ନେଉ ତୁ ନାରାୟଣୀ ।


Post a Comment

0 Comments