ଯେଉଁ ଦିନୁ ପ୍ରିୟା ତୋର।
ପ୍ରେମରେ ପଡିଲି
VALENTINE ର ମାନେ
ବୁଝି ମୁଁ ଗଲି
କିଛି କିଛି ହୋଈଗଲା
ମୋ ଛାତି ତଳେ
ଗୁମ୍ ସୁମ୍ ମନ ମୋର
ତୋ ପାଈଁ କି ମରେ
ଦିନ ଲାଗେ ରାତି ପରି,
ରାତି ଲାଗେ ଜହ୍ନ
ପ୍ରେମର ଏ କେଉଁ ଅଭୂଲା ସପନ।
ଚୁପ୍ ଚୁପ୍ ଆସୁ ପୁଣି
ମୋ ପାଖରେ ବସୁ
ଝିଲ୍ ମିଲ୍ ମନ ଖୋଲି
ମୋ ପାଖରେ ହସୁ।
ଜାଣି ମୁଁ ପାରେନା
ପ୍ରେମର ଏ କେଉଁ ସୁଅ
ଟାଣିନିଏ ତୋ ପାଖକୁ
ଦେଖି ତୋର ମୁହଁ।


0 Comments