ରଜ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଆସିଛି ରଜ ନୂଆ ଉତ୍ସାହ ନେଇ
ଓଡ଼ିଆ ସଂସ୍କୃତି କୁ ଏହା ରଖିଛି ବଜାଇ
ଜ୍ୟୋଷ୍ଠ ମାସରେ ଏ ପର୍ବ ଆସିଥାଏ
ଆନନ୍ଦ ଉଲ୍ଲାସ କୁ ତା ସାଥେ ଆଣିଥାଏ
ପାଂଚଦିନ ଧରି ଏହା ପାଳିତ ହୋଇଥାଏ
ଝିଅ ମାନଙ୍କର ଖୁସିର ସୀମା ନଥାଏ
ଘରେ ଘରେ ପୋଡା ପିଠା
ଆରିିଷା ପିଠା ହୋଇଥାଏ……
ତା ସାଙ୍ଗକୁ ପ୍ରତି ଘରେ ଦୋଳି ଲାଗିଥାଏ।
ମାଟିରେ ଚାଲିବେ ନାହିଁ ଝିଅମାନେ
ପାଦରେ କଦଳୀ ପାଟୁଆ ନାଆନ୍ତି
ତା ସାଥିରେ ନୂଆ ନୂଆ ଡ୍ରେସ ପିନ୍ଧନ୍ତି।
କୃଷକ ଭାଇର ଖୁସି କହିଲେ ନସରେ
କ୍ଷେତ କାମ ନଥାଏ
ତାସ୍ ଖେଳରେ ମେଳ ଜମିଥାଏ ।



Post a Comment

0 Comments