ମୋ ଜୀବନେ ଆସିଲୁ ତୁ ଝଡ ନା ବନ୍ୟା
ଓ ସୁନାୟନ...
ଅମାନିଆ ମନ ମୋର ତୋ ପାଇଁ ଚୁନା ଚୁନା
ଓ ସୁନୟନା.....
ଫାଙ୍କା ଫାଙ୍କା ହୃଦୟରେ ପ୍ରେମ ବୁଣିଲୁ
ମନ ଅଗଣାରେ ଚୁନା ଫୁଲ ହୋଇ ଫୁଟିଲୁ।
ସାତ ରଙ୍ଗରେ ଏ ପୃଥିବୀ ଆଜି ଭିଜୁଛି
ମୋ ଭାଗ୍ୟ ରେଖାବି ତତେ ଖୋଜୁଛି।
ମିଠା ମିଠା ତୋ ପ୍ରେମର ବାସ୍ନା ଲାଗେଇଲା ନିଆଁ
ଓ ସୁନାୟନା.. .।
0 Comments