ଝରା ଫୁଲ ହୋଇ ଝରି ପଡୁଥିଲ ତଳେ
ଜଣେନା କାହ୍ନିକି ସାଇତି ରଖିଲି
ତାକୁ ଏ ମନରେ
ତା ମହକରେ ମୁଁ ବିମୋହିତ ହେଲି
ଭୁଲି ଗଲି ଆଗ ପଛ
ଏବେ ଭାବିଲା ବେଳକୁ
ଆଉ ଦିଶୁ ନାହିଁ ବୁଦ୍ଧି ବାଟ।।
ମୋ ଦୁନିଆ ରେ ମୁ ଭଲରେ ଥିଲି
ତୋ ବିନା ଏକା ବଞ୍ଚି ପାରୁଥିଲି
ଏବେ ଛାଡ଼ି ଗଲୁନି ତୁ ମୋତେରେ ପ୍ରିୟା
ଜାଳି ଦେଇଗଲୁ ହୃଦୟରେ ମୋର ନିଆଁ।।
ବଞ୍ଚିଥିବା ଜୀବନରେ କେବେ
ଭଲ ଆଉ ପାଇବି ନାହିଁ
ହୃଦୟରେ ମୋର ତୋ ବିନା ପ୍ରିୟା
ଆଉ କେହି କେବେ ରହିବେ ନାହିଁ।।

0 Comments